2 min read
322 words
ସମୁଦ୍ର ମଝିରେ ନିଖୋଜ ଜାହାଜର ରହସ୍ୟ ! Search Operation Continues | Paradip ship accident | Asala Katha
MV Ocean Winner Shipwreck: 22 Crew Members Still Missing After 48 Hours | Search Operation Continues
ସମୟ ଗଡୁଛି, ଆଶଂକା ବଢୁଛି। ୪୮ ଘଣ୍ଟାରୁ ଅଧିକ ସମୟ ହେଲାଣି। ହେଲେ ଗଭୀର ସମୁଦ୍ରରୁ ମିଳୁନି ୨୨ ଜଣ କ୍ରୁ ମେମ୍ବରଙ୍କ ପତ୍ତା। ପାରାଦୀପର ଛାଡିଥିବା ପାନାମାର `MV Ocean Winner’ ଜାହାଜ ମଝି ସମୁଦ୍ରରେ ବୁଡିବା ପରେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଜାହାଜରେ ୨୪ ଜଣ କ୍ରିଉ ମେମ୍ବରଙ୍କ ମଧ୍ୟରୁ ୨ ଜଣ ଉଦ୍ଧାର ହୋଇଥିବା ବେଳେ ଆଉ ୨୨ ଜଣ କୁଆଡେ ଗଲେ ? ସମୟ ବଢିବା ସହ ଆଶଂକା ବଢିଛି। ମଝି ସମୁଦ୍ରରେ ସେମାନଙ୍କ ସନ୍ଧାନ ପାଇଁ ଜାରି ରହିଛି ଅପରେସନ। ହେଲେ କ୍ରୁ ମେମ୍ବରଙ୍କ କିଛି ଖୋଜ ଖବର ନାହିଁ।
More than 48 hours have passed, but there is still no confirmed information about 22 crew members of Panama-flagged MV Ocean Winner, which sank in the deep sea after leaving Paradip Port. Out of 24 crew members reportedly onboard, two have been rescued while the remaining 22 are still missing. The Indian Navy, INS aircraft and Coast Guard continue search and rescue operations in the deep sea. Meanwhile, questions remain over the circumstances that led to the sudden sinking of the vessel on August 22.
#MVOceanWinner #ParadipShipNews #ShipSinking #ShipAccident #ParadipPort #22CrewMissing #MissingCrew #IndianNavy #IndianCoastGuard #SearchOperation #OdishaNews #OdiaNews #BreakingNews #News18Odia
News18 Odia is one of Odisha’s leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place.
From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24×7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs.
Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond.
—
ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ।
ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24×7) ଖବର ପ୍ରସାରଣ କରିଥାଏ।
ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ।
Follow Every Breaking Story LIVE
🔴 Watch News18 LIVE 24×7: https://youtube.com/live/P03Ozb37nxI
Download our News18 Mobile App – https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: https://www.facebook.com/News18Odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_LP